0 Comment
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନସ୍ଥ ବାଘପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରା ପତରିଆ ବାଘର ଗଳିତ ମୃତ ଦେହ ଠାବ କରିଛି ବନବିଭାଗ । ସୂଚନା ଅନୁସାରେ ଆଜି ଉକ୍ତ ଜଙ୍ଗଲରେ ଏକ ବାଘ ମାରି ପଡିଥିବା ସ୍ଥାନୀୟ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘର ମୃତଦେହକୁ ଜବତ କରିଛି l ତେବେ ବାଘର ମୃତ୍ୟୁର କାରଣ ସ୍ପଷ୍ଟ... Read More