0 Comment
ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ଆଜି ବି ମନେ ପଡେ ସେଦିନର ସେହି କାଳ ରାତି। ୧୯୯୯ ମସିହା ଆଜିର ଦିନରେ ଓଡିଶା ଦେଖିଥିଲା ମହାବାତ୍ୟା। ଆଜି ବି ସେଦିନ କଥା ମନେ ପଡିଲେ ଲୋମ ଟାଙ୍କୁରୀ ଉଠେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଆଜି ବି ଅନେକ ଲୋକ ମହାବାତ୍ୟାର ସେହି... Read More