0 Comment
ମେଷ– ଶୁକ୍ଳ ପକ୍ଷ ନବମ ଚନ୍ଦ୍ର କାରଣରୁ ଦୂରସ୍ଥାନକୁ ଭ୍ରମଣର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସଫଳତାର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ଅଟକିଥିବା ଧନର ପ୍ରାପ୍ତି ହେବ । ବନ୍ଧୁଙ୍କ ଦ୍ଵାରା ଆୟର ବାଟ ଦେଖାଯିବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ । ବୃଷ– ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତି କରିବେ ।... Read More