0 Comment
ଚଳିତ ବର୍ଷ ବିରଳ ସୂର୍ଯ୍ୟପରାଗ ସଂଘଟିତ ହେଉଛି। ଗ୍ରହଣ ବା ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣକୁ ବାରଣ କରା ଯାଇଚି। କାରଣ ଗ୍ରହଣ ବା ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ ହୋଇଥାଏ।ତେବେ ଏହି ପରାଗର ପାକ ନିଷେଧର ସମୟ ହେଉଛି ୨୪ ଅକ୍ଟୋବର ୨୦୨୨ ସୋମବାର ରାତ୍ରି ୯ ଘଣ୍ଟା ୨୫ ମିନିଟ ରୁ ଆରମ୍ଭ ହେବ ଏବଂ ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର ସନ୍ଧ୍ୟା ୬ଘଣ୍ଟା... Read More