0 Comment
ରାଉରକେଲା: କ୍ୟାପଟେନ ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ରବିବାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍ଆଇଏଚ୍ ପ୍ରୋ ଲିଗର ଏକ ରୋମାଞ୍ଚକ ମ୍ୟାଚରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଥିଲା । ହରମନପ୍ରୀତ ତାଙ୍କ ଫର୍ମ ଫେରିପାଇବା ସହ ଆଜି ଗୋଲ୍ ବର୍ଷା କରିଥିଲେ । ସେ ୧୩ତମ, ୧୪ତମ ଓ ୧୫ତମ ମିନିଟରେ... Read More