0 Comment
ନୂଆଦିଲ୍ଲୀ : ଯାତ୍ରୀଙ୍କ ଜୀବନ ବିପଦରେ ପକାଇ ବିମାନ କକପିଟରେ କଫି ପିଇବା ଏବଂ ସିଙ୍ଗଡ଼ା ଖାଇବା ଅଭିଯୋଗରେ ଏୟାରଲାଇନ କମ୍ପାନୀ ସ୍ପାଇସଜେଟ୍ ଏହାର ଦୁଇ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦେଇଛି। ଦିଲ୍ଲୀ-ଗୁଆହାଟୀ ସ୍ପାଇସଜେଟ୍ ବିମାନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଫଟୋରେ କଣ୍ଟ୍ରୋଲ୍ ପ୍ୟାନେଲ ଉପରେ କପ୍ ରଖାଯାଇଥିବା ଦେଖାଯାଉଛି। ଯାତ୍ରୀଙ୍କ ସୁରକ୍ଷା ଚିନ୍ତା ନକରି ପାଇଲଟ୍ କକପିଟ୍ ଭିତରେ କଫି, ସିଙ୍ଗଡ଼ା ସହ ହୋଲି... Read More