0 Comment
ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ ଦୋଷୀଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୩ ବର୍ଷ କାରାଦଣ୍ଡ ପରେ ଏହି ୬ ଦୋଷୀ ଏବେ ଜେଲରୁ ମୁକୁଳିବେ ।ରାଜୀବ ଗାନ୍ଧୀ ହତ୍ୟା ମାମଲାର ଏହି ୬ ଦୋଷୀ ହେଉଛନ୍ତି – ନଳିନୀ ରବର୍ଟ ପାଏସ୍, ଶ୍ରୀହରନ୍, ରବିଚନ୍ଦ୍ରନ୍, ଜୟକୁମାର ଏବଂ ସନ୍ଥନ୍ । ଏମାନଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।... Read More