0 Comment
କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧମୁଣ୍ଡା ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି । ଉକ୍ତ ଯୁବକ ହେଉଛନ୍ତି ଅଧମୁଣ୍ଡା ଗ୍ରାମର ଗଜ ଗଉଡ଼ଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ମଣ ଗୌଡ । ସକାଳ ସମୟରେ ସେ ମର୍ଣ୍ଣିଂ ୱାକ ସାରି ଘରକୁ ଫେରିବା ସମୟରେ ଟ୍ରାନ୍ସଫର୍ମରର ସଂସ୍ଫର୍ଶରେ ଆସିଯାଇଥିଲେ । ଫଳରେ କରେଣ୍ଟ ଲାଗିବାରୁ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ... Read More