0 Comment
ଭୁବନେଶ୍ବର : ଓଡ଼ିଶାରୁ ବିଦାୟ ନେଇଛି ମୌସୁମୀ। ସାରାରାଜ୍ୟରୁ ମୈ।ସୁମୀ ଅପସାରିତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଣେ ରାଜ୍ୟକୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଟଳିଥିବା ବେଳେ ଆସନ୍ତାକାଲିଠୁ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନ ବହିବା ଆରମ୍ଭ ହୋଇଯିବ। ୨୪ତାରିଖ ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି । ୨୬ ତାରିଖ ଯାଏ ଉପକୂଳରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର... Read More