0 Comment
କୋଲକାତା: ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ବିଜୟ ଲକ୍ଷ୍ୟର ସଫଳ ପିଛା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ହାଇସ୍କୋରିଂ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦେଇଥିବା ୨୬୨ ରନର ଟାର୍ଗେଟକୁ ମାତ୍ର ୨ ଓ୍ବିକେଟ୍ ହରାଇ ଓ ୮ଟି ବଲ୍ ବାକିଥାଇ ହାସଲ କରିଦେଇଥିଲା ପଞ୍ଜାବ କିଙ୍ଗ୍ସ। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ରନ୍... Read More