0 Comment
ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ହାଜତକୁ ପଠାଇଛନ୍ତି। ଇଡି ସିସୋଦିଆଙ୍କ ୧୦ ଦିନ ରିମାଣ୍ଡ ମାଗିଥିଲା, ଯାହାକୁ ତାଙ୍କ ଓକିଲ ବିରୋଧ କରିଥିଲେ। ତେବେ ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିକୁ କୋର୍ଟ ମାର୍ଚ୍ଚ ୨୧କୁ ଘୁଞ୍ଚାଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ପଛରେ ଏକ ଷଡଯନ୍ତ୍ର ରହିଥିବା କୋର୍ଟଙ୍କୁ କହିଥିଲା ଇଡି। ଏହି ମାମଲାର... Read More