0 Comment
ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ରାସ୍ତାରେ ମାର୍କ ଜୁକରବର୍ଗ । ଟ୍ୱିଟର ଭଳି ବର୍ତ୍ତମାନ ମେଟା ମଧ୍ୟ ଏହାର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଗ୍ରାହକଙ୍କ ପାଇଁ ଭେରିଫାଏଡ୍ ବ୍ଲୁ ବ୍ଯାଜ୍ ସବସ୍କ୍ରିପସନ୍ ସେବା ଆଣିଛି। ମେଟା ସିଇଓ ମାର୍କ ଜୁକରବର୍ଗ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ଫେସବୁକ ଓ ଇନଷ୍ଟାଗ୍ରାମମ ୟୁଜର ବ୍ଲୁ ବ୍ୟାଜ୍ ପାଇଁ ପଇସା ଦେବେ । ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସବସ୍କ୍ରିପସନ୍ ସେବା ବିଷୟରେ ସୂଚନା ଦେଇଥିଲେ। ଜୁକରବର୍ଗ... Read More