0 Comment
ସାନ୍ ଫ୍ରାନ୍ସିସ୍କୋ : ସାନ୍ ଫ୍ରାନ୍ସିସ୍କୋରେ ଥିବା କାର୍ଯ୍ୟାଳୟ ପାଇଁ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜମି ମାଲିକ କଲମ୍ବିଆ ରିଟ୍ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ କୋର୍ଟ ଯାଇଛନ୍ତି । ରିଟ୍ କହିଛନ୍ତି ଯେ ସେ ଡିସେମ୍ବର ୧୬ରେ ଟ୍ୱିଟରକୁ ଏକ ନୋଟିସ୍ ଜାରି କରିଥିଲେ । ପାଞ୍ଚ ଦିନ ମଧ୍ୟରେ ଯଦି ବକେୟା ଭଡ଼ା ପଇଠ ନ କରାଯାଏ, ତେବେ ଏହାକୁ... Read More