0 Comment
ମେଷ- ଶକ୍ତିମାନ୍ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଭୋଜନ ସ୍ବାଦିଷ୍ଟ ହେବ। ମୋକଦ୍ଦମାରେ ବିଜୟୀ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଳିଥିବା ଉପହାର ଆନନ୍ଦଦାୟକ ହେବ। ଚିନ୍ତାଧାରା ମହତ ହେବ। ବୃଷ- ସାଧନାରେ ସିଦ୍ଧିପ୍ରାପ୍ତ ହେବେ; ମାତ୍ର ଏହା ଅହଂକାର ଶୂନ୍ୟ ହେଉ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର ଭାଷାରେ ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ମିଥୁନ- ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବାର ସତ୍କର୍ମରୁ ପ୍ରତୀୟମାନ୍ ହେଉଛି। କର୍ମଚଞ୍ଚଳ ରହିବେ।... Read More