0 Comment
ମେଷ:-ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ । ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କ ଉଦାର ପ୍ରକୃତିର ପ୍ରଶଂସା କରିବେ । ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି । ସୁନ୍ଦର ସ୍ଥାନକୁ ପରିବାର ସହିତ ରାତ୍ରୀ ଭୋଜନ ପାଇଁ ଯାଇପାରନ୍ତି । ବିବାହିତ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ । ବୃଷ:-ବ୍ୟବସାୟରେ କଠିନ... Read More