କେନ୍ଦୁଝର, (ବ୍ରଜକିଶୋର ରାୟ) ଗାଁରୁ ସହର ସବୁଠି ଭକ୍ତ ଆଉ ଭଗବାନଙ୍କ ଅପୁର୍ବ ମିଳନ । ବିଭିନ୍ନ ମଠ ମନ୍ଦିରରେ ଖୁବ ଧୁମଧାମରେ ଚାଲିଛି ରାମନବମୀ ଉତ୍ସବ । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ବାସନ୍ତୀ ଦୁର୍ଗା , ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ସଖାଳୁ ସଖାଳୁ ଭକ୍ତ ଆସି ପହଂଚିବା ଆରମ୍ଭ କରିଥିଲେ ମାଇନିଂ ସ୍ଥିତ ରାମ ମନ୍ଦିର, କଲେଜ ରୋଡ଼ ରାମ ମନ୍ଦିର, ପାୱାର ହାଉସ ପୋଖରୀ ନିକଟ ହନୁମାନ ମନ୍ଦିର ପରି ବିଭିନ୍ନ ମନ୍ଦିର ଓ ମଣ୍ଡପରେ ।

March 30, 2023
0 Comment
226 Views
ଶ୍ରୀରାମନବମୀ ରେ ଉତ୍ସବ ମୁଖର କେନ୍ଦୁଝର
କେନ୍ଦୁଝର, (ବ୍ରଜକିଶୋର ରାୟ) ଗାଁରୁ ସହର ସବୁଠି ଭକ୍ତ ଆଉ ଭଗବାନଙ୍କ ଅପୁର୍ବ ମିଳନ । ବିଭିନ୍ନ ମଠ ମନ୍ଦିରରେ ଖୁବ ଧୁମଧାମରେ ଚାଲିଛି ରାମନବମୀ ଉତ୍ସବ । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ବାସନ୍ତୀ ଦୁର୍ଗା , ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ସଖାଳୁ ସଖାଳୁ ଭକ୍ତ ଆସି ପହଂଚିବା ଆରମ୍ଭ କରିଥିଲେ ମାଇନିଂ ସ୍ଥିତ ରାମ ମନ୍ଦିର, କଲେଜ ରୋଡ଼... Read More