କେନ୍ଦୁଝର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଗାମୀ ଫେବୃଆରି ୨୬ତାରିଖ ରେ ହେବାକୁ ଥିବା ବିଧାନସଭା ଘେରାଉ ରେ ସାମିଲ ହେବେ କେନ୍ଦୁଝର ଜିଲ୍ଲାର ସତାଧିକ କାର୍ଯ୍ୟକର୍ତ୍ତା। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ର ସଭାପତି ମୋହନ ପରିଡା। ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଓ ଜନତାଙ୍କୁ ପ୍ରତାରଣା ବିରୁଦ୍ଧରେ
ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ ତଥା ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି। ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜେଇଦେ ଭଳି, ସରକାର ସର୍ବଦା ନିର୍ବାଚନ ସମୟରେ ଦେଉଥିବା ପ୍ରତିଶୃତି ପାଣୀର ଗାର ସଦୃଶ୍ୟ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲାର ମହିଳା ନେତ୍ରୀ ତଥା ପ୍ରବକ୍ତା ସଂଗୀତା ସିଂ। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଓ ସମ୍ପାଦକ ସଂଗ୍ରାମ ଦାସ ଏବଂ କଂଗ୍ରେସ ଆଦିବାସୀ ବିଭାଗ ର ଜିଲ୍ଲା ସଭାପତି ବିନୋଦବିହାରି ନାଏକ ଉପସ୍ଥିତ ଥିଲେ।
February 24, 2024
0 Comment
152 Views
ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଓ ପ୍ରତାରଣା ବିରୁଦ୍ଧରେ ବିଧାନସଭା ଘେରିବ କଂଗ୍ରେସ
କେନ୍ଦୁଝର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଗାମୀ ଫେବୃଆରି ୨୬ତାରିଖ ରେ ହେବାକୁ ଥିବା ବିଧାନସଭା ଘେରାଉ ରେ ସାମିଲ ହେବେ କେନ୍ଦୁଝର ଜିଲ୍ଲାର ସତାଧିକ କାର୍ଯ୍ୟକର୍ତ୍ତା। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ର ସଭାପତି ମୋହନ ପରିଡା। ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଓ ଜନତାଙ୍କୁ ପ୍ରତାରଣା ବିରୁଦ୍ଧରେବିଧାନସଭା ଘେରାଉ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ... Read More