କେନ୍ଦୁଝର, ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦୁଝର ଆନୁକୂଲ୍ୟରେ ଏବଂ ଓରମାସ୍ (ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସହଯୋଗରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ର କେନ୍ଦୁଝର ଷ୍ଟାଡ଼ିୟମ୍ ଠାରେ ୧୮ ରୁ ୨୨ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି । ଏହି କେନ୍ଦୁଝର ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ୧୮ ରୁ ୨୫ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁଥିବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ସମ୍ମାନନୀୟ ଅତିଥି ଭାବେ ବିଧାୟକ ପାଟଣା ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି କେନ୍ଦୁଝର ଜଗନ୍ନାଥ ନାଏକ,ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ର ଲକ୍ଷ୍ମୀ ନାଏକ,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ,ଅଧ୍ୟକ୍ଷା ଜିଲ୍ଲା ପରିଷଦ କେନ୍ଦୁଝର ସାଗରିକା ସାହୁ, ଓ.ଏସ୍.ଜେ.ଏସ୍. ଜିଲ୍ଲା ଓ ଦୌରା ଜଜ କେନ୍ଦୁଝର ଅଶୋକ କୁମାର ପଣ୍ଡା, ଆରକ୍ଷୀ ଅଧ୍ୟକ୍ଷକ କେନ୍ଦୁଝର ନୀତିନ୍ କୁଶଲକର,ବନଖଣ୍ଡ ଅଧିକାରୀ କେନ୍ଦୁଝର ଶ୍ରୀଯୁକ୍ତ ଧନରାଜ ଏଚ୍.ଡ଼ି, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା,ଜିଲ୍ଲାପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ଵିପ ପ୍ରଜ୍ବଳନ କରିବା ସହିତ କେନ୍ଦୁଝର ର ଅଧିଷ୍ଠାତ୍ରୀ ମା ତାରିଣୀ ଙ୍କ ନିକଟରେ ପୁଷ୍ପ ପ୍ରଦାନ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ। ଅତିଥି ମାନେ କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ କଥା ମାନେପକାଇବା ସହିତ ଜିଲ୍ଲା ରେ ସମ୍ଭାବନା ର ସୁଯୋଗ ରହିଥିବା କଥା ବଖାଣି ଥିବାବେଳେ ମୁଖ୍ୟ ଅତିଥି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଙ୍କର ଅଭିଭାଷଣ ମାଧ୍ୟମରେ କହିଥିଲେ ଆଜି ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ପାଇଁ ମହିଳା ମାନେ ଆତ୍ମନିର୍ଭରଶୀଳ ହେବାସହିତ ମିଲେଟ ମିଶନ ପରି କୁଟୀର ଶିଳ୍ପ ମାଧ୍ୟମରେ ପ୍ରସ୍ତୁତ ଜିନିସ ଆଜି ବିଶ୍ୱ ଦରବାରରେ ଚାହିଦା ବୃଦ୍ଧି କରିପାରୁଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୀବ ବରିକ୍ ମଞ୍ଚ ପରିଚାଳନା କରିଥିଲେ । କେନ୍ଦୁଝର, ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦୁଝର ଆନୁକୂଲ୍ୟରେ ଏବଂ ଓରମାସ୍ (ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସହଯୋଗରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ର କେନ୍ଦୁଝର ଷ୍ଟାଡ଼ିୟମ୍ ଠାରେ ୧୮ ରୁ ୨୨ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି । ଏହି କେନ୍ଦୁଝର ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ୧୮ ରୁ୨୫ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁଥିବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ସମ୍ମାନନୀୟ ଅତିଥି ଭାବେ ବିଧାୟକ ପାଟଣା ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି କେନ୍ଦୁଝର ଜଗନ୍ନାଥ ନାଏକ,ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ର ଲକ୍ଷ୍ମୀ ନାଏକ,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ,ଅଧ୍ୟକ୍ଷା ଜିଲ୍ଲା ପରିଷଦ କେନ୍ଦୁଝର ସାଗରିକା ସାହୁ, ଓ.ଏସ୍.ଜେ.ଏସ୍. ଜିଲ୍ଲା ଓ ଦୌରା ଜଜ କେନ୍ଦୁଝର ଅଶୋକ କୁମାର ପଣ୍ଡା, ଆରକ୍ଷୀ ଅଧ୍ୟକ୍ଷକ କେନ୍ଦୁଝର ନୀତିନ୍ କୁଶଲକର,ବନଖଣ୍ଡ ଅଧିକାରୀ କେନ୍ଦୁଝର ଶ୍ରୀଯୁକ୍ତ ଧନରାଜ ଏଚ୍.ଡ଼ି, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା,ଜିଲ୍ଲାପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ଵିପ ପ୍ରଜ୍ବଳନ କରିବା ସହିତ କେନ୍ଦୁଝର ର ଅଧିଷ୍ଠାତ୍ରୀ ମା ତାରିଣୀ ଙ୍କ ନିକଟରେ ପୁଷ୍ପ ପ୍ରଦାନ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ। ଅତିଥି ମାନେ କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ କଥା ମାନେପକାଇବା ସହିତ ଜିଲ୍ଲା ରେ ସମ୍ଭାବନା ର ସୁଯୋଗ ରହିଥିବା କଥା ବଖାଣି ଥିବାବେଳେ ମୁଖ୍ୟ ଅତିଥି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଙ୍କର ଅଭିଭାଷଣ ମାଧ୍ୟମରେ କହିଥିଲେ ଆଜି ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ପାଇଁ ମହିଳା ମାନେ ଆତ୍ମନିର୍ଭରଶୀଳ ହେବାସହିତ ମିଲେଟ ମିଶନ ପରି କୁଟୀର ଶିଳ୍ପ ମାଧ୍ୟମରେ ପ୍ରସ୍ତୁତ ଜିନିସ ଆଜି ବିଶ୍ୱ ଦରବାରରେ ଚାହିଦା ବୃଦ୍ଧି କରିପାରୁଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୀବ ବରିକ୍ ମଞ୍ଚ ପରିଚାଳନା କରିଥିଲେ । ତ୍ରିଧାରା ସଂସ୍କୃତିକ ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ବିଶେଷ ଆକର୍ଷଣ ପାଲଟିଥିଲେ ଓଲିଉଡ୍ ଗାୟକ ମଣ୍ଟୁ ଛୁରିଆ ଓ ବ୍ୟାଣ୍ଡ । ମଣ୍ଟୁ ଛୁରିଆଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ ।
December 18, 2023
0 Comment
316 Views
ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ,ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ
କେନ୍ଦୁଝର, ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦୁଝର ଆନୁକୂଲ୍ୟରେ ଏବଂ ଓରମାସ୍ (ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସହଯୋଗରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ର କେନ୍ଦୁଝର ଷ୍ଟାଡ଼ିୟମ୍ ଠାରେ ୧୮ ରୁ ୨୨ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି । ଏହି କେନ୍ଦୁଝର ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ୧୮ ରୁ ୨୫ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବାକୁଥିବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି... Read More