କେନ୍ଦୁଝର, ପେଷାରେ ବ୍ୟବସାୟୀ ନିଶା ସମାଜ ସେବା । ଆଜିଯାଏ ୩୭ଥର ରକ୍ତଦାନ କରିବା ସହିତ ୪୦୦ ରୁ ଉର୍ଦ୍ଧ ଜରୁରୀ କାଳୀନ ରକ୍ତ ସଂଗ୍ରହ କରି ମୂଲ୍ୟବାନ ଜୀବନ ରକ୍ଷା କଲେଣି ରାଜେଶ। ଯେତେବେଳେ ଯେଉଁ ସମୟରେ ରକ୍ତ ଆବଶ୍ୟକ ହୁଏ ରାଜେଶ ଙ୍କୁ ଫୋନ ଆସେ ରୋଗୀ ଙ୍କୁ ନିଜର ସଂପର୍କୀୟ ଭାବି ରକ୍ତ ସଂଗ୍ରହ ରେ ଲାଗି ପଡନ୍ତି ରାଜେଶ । କେନ୍ଦୁଝର ସହର ରାମ ମନ୍ଦିର ପାର୍ଶ୍ବରେ ଏକ ପୂଜା ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି ସେ । ରକ୍ତ ସଂଗ୍ରହ ଓ ସମାଜ ସେବା କରି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ରାଜେଶ, ତାଙ୍କର ଏହି କାର୍ଯ୍ୟ କୁ ବୁଦ୍ଧୀଜିବୀ ମହଲ ରେ ମଧ୍ୟ ପ୍ରଂଶସା କରାଯାଉଛି ଓ ଏହି କାର୍ଯ୍ୟ ପାଇଁ ମଧ୍ୟ ସେ ଅନେକ ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହେଉଛନ୍ତି ।
October 19, 2023
0 Comment
213 Views
୩୭ ଥର ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ରାଜେଶ
କେନ୍ଦୁଝର, ପେଷାରେ ବ୍ୟବସାୟୀ ନିଶା ସମାଜ ସେବା । ଆଜିଯାଏ ୩୭ଥର ରକ୍ତଦାନ କରିବା ସହିତ ୪୦୦ ରୁ ଉର୍ଦ୍ଧ ଜରୁରୀ କାଳୀନ ରକ୍ତ ସଂଗ୍ରହ କରି ମୂଲ୍ୟବାନ ଜୀବନ ରକ୍ଷା କଲେଣି ରାଜେଶ। ଯେତେବେଳେ ଯେଉଁ ସମୟରେ ରକ୍ତ ଆବଶ୍ୟକ ହୁଏ ରାଜେଶ ଙ୍କୁ ଫୋନ ଆସେ ରୋଗୀ ଙ୍କୁ ନିଜର ସଂପର୍କୀୟ ଭାବି ରକ୍ତ ସଂଗ୍ରହ ରେ ଲାଗି ପଡନ୍ତି ରାଜେଶ । କେନ୍ଦୁଝର ସହର ରାମ ମନ୍ଦିର ପାର୍ଶ୍ବରେ ଏକ ପୂଜା ଦୋକାନ... Read More