କେନ୍ଦୁଝର,୨୮ା୧୨ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସ୍ଥିତ ହିମା ହସ୍ପିଟାଲ ର ଡାକ୍ତରଖାନା ଓ ସ୍ବାସ୍ଥ୍ୟସେବା ପ୍ରଦାନ କାରୀଙ୍କ ପାଇଁ ଜାତୀୟ ସ୍ବୀକୃତି ମଣ୍ତଳୀ (ଏନଏ.ବିଏଚ) ପକ୍ଷରୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଏହା ପ୍ରଥମ ମଲଟିସ୍ପେସାଲିଟି ହସ୍ପିଟାଲ କୁ ଏହି ସମ୍ମାନୀୟ ସ୍ବୀକୃତି ମିଳିବା ପରେ ଏହା ଏକ ଗର୍ବ ଓ ଗୈାରବ ର ବିଷୟ ବୋଲି ବିଭିନ୍ନ ମୋହଲରେ ପ୍ରଶଂସା କରାଯାଇଛି।ରୋଗୀର ସୁରକ୍ଷା ଓ ରୋଗ ସଂକ୍ରମଣ ର ନିୟନ୍ତ୍ରଣ ରେ ଉକୃଷ୍ଟ ମାନର ଚିକିତ୍ସା ପାଇଁ ହିମା ହସ୍ପିଟାଲ କୁ ଏହି ଗୈାରବ ମାନ୍ୟତା ମିଳିଛି ।ଏଠାକାର ଡାକ୍ତର ଓ ଅନ୍ୟସହକର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ବରୂପ ୨୦୧୮ ରୁ ପ୍ରତିଷ୍ଠା ଲାଭ କରିଥିବା ଏହି ହସ୍ପିଟାଲ କେନ୍ଦୁଝର ର ଏକ ଉନ୍ନତ ସେବା ପ୍ରଦାନକାରୀ ସଂସ୍ଥା ଭାବେ ପରିଚିତ ହୋଇପାରିଛି।ଏଣୁ ସର୍ବଭାରତୀୟ ସ୍ବିକୃତି ମିଳିଥିବା ଯୋଗୁଁ ଜିଲ୍ଲାବାସୀ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି।
December 28, 2023
0 Comment
143 Views
ହିମା ହସ୍ପିଟାଲ କୁ ରାଷ୍ଟ୍ରୀୟ ମାନ୍ୟତା
କେନ୍ଦୁଝର,୨୮ା୧୨ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସ୍ଥିତ ହିମା ହସ୍ପିଟାଲ ର ଡାକ୍ତରଖାନା ଓ ସ୍ବାସ୍ଥ୍ୟସେବା ପ୍ରଦାନ କାରୀଙ୍କ ପାଇଁ ଜାତୀୟ ସ୍ବୀକୃତି ମଣ୍ତଳୀ (ଏନଏ.ବିଏଚ) ପକ୍ଷରୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଏହା ପ୍ରଥମ ମଲଟିସ୍ପେସାଲିଟି ହସ୍ପିଟାଲ କୁ ଏହି ସମ୍ମାନୀୟ ସ୍ବୀକୃତି ମିଳିବା ପରେ ଏହା ଏକ ଗର୍ବ ଓ ଗୈାରବ ର ବିଷୟ ବୋଲି ବିଭିନ୍ନ ମୋହଲରେ ପ୍ରଶଂସା କରାଯାଇଛି।ରୋଗୀର ସୁରକ୍ଷା ଓ ରୋଗ ସଂକ୍ରମଣ ର... Read More