କେନ୍ଦୁଝର, ଆଜି ସଡ଼କ ସୁରକ୍ଷା ସପ୍ତାହ ର ଅନ୍ତିମ ଦିନରେ କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲୀ ବାହାରି ପ୍ଲାକ କାର୍ଡ ଧରିବା ସହିତ ସଚେତନତା ମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ସମାରୋପ ଉତ୍ସବ ରେ ଉପନିର୍ଦେଶକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ
ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦାଗୁଡୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି,ଆର.ଟି.ଓ କେନ୍ଦୁଝର ଗୋପାଳ କୃଷ ଦାସ,କେନ୍ଦୁଝର ଏସ.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଡ଼ିଏସପି ଅମ୍ବିତ ମହାନ୍ତି,ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ଉପସ୍ଥିତ ରହି ଅନୁଭୂତି କହିବା ସହିତ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ସଚେତନତା ର ବାର୍ତ୍ତା ଦେଇଥିଲେ। ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସପ୍ତାହ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ସଡ଼କ ସୁରକ୍ଷା ନିମିତ୍ତ ଏକ ନାଟକ ବିଶିଷ୍ଟ କଳାକାର ଗୁରୁ ଦାସ ଙ୍କ ସହଯୋଗୀ ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।
January 7, 2024
0 Comment
246 Views
ସଡ଼କ ସୁରକ୍ଷା ସପ୍ତାହର ସମାରୋପ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, ଆଜି ସଡ଼କ ସୁରକ୍ଷା ସପ୍ତାହ ର ଅନ୍ତିମ ଦିନରେ କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲୀ ବାହାରି ପ୍ଲାକ କାର୍ଡ ଧରିବା ସହିତ ସଚେତନତା ମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ସମାରୋପ ଉତ୍ସବ ରେ ଉପନିର୍ଦେଶକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେଅତିଥିଭାବେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦାଗୁଡୁ,... Read More