0 Comment
ବାଲେଶ୍ବର: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ବାଲେଷ୍ଟିକ୍ ମିସାଇଲ ‘ପ୍ରଳୟ’ । ଅବଦୁଲ କଲାମ ଦ୍ୱୀପରୁ ମଙ୍ଗଳବାର ପୂର୍ବାହ୍ନ ୯ଟା ୫୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ହେଉଛି ‘ପ୍ରଳୟ’ । କ୍ଷେପଣାସ୍ତ୍ରର ଫଳାଫଳ ନେଇ ସମୀକ୍ଷା ଚାଲିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ରୁ ୫୦୦ କିମି ମଧ୍ୟରେ ରହିଛି । ସେହିପରି ଏଥିରେ ୩୫୯ରୁ ୭୦୦... Read More