0 Comment
ନୂଆଦିଲ୍ଲୀ : ପଞ୍ଜାବ ପୋଲିସ ଆଜି ଜମ୍ମୁ-କାଶ୍ମୀରର ଦୁଇ ନିବାସୀଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଗିରଫ କରିଛି। ପୋଲିସ ଲଶ୍କର-ଏ-ତୈଇବାର ଆତଙ୍କୀ ମଡ୍ୟୁଲକୁ ଭଣ୍ଡୁର କରିଥିବା ଦାବି କରିଛି। ଗିରଫ ଦୁଇ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଆଇଇଡି (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ), ୨ଟି ହ୍ୟାଣ୍ଡ ଗ୍ରେନେଡ୍, ଗୋଟିଏ ପିସ୍ତଲ, ୨ଟି ମାଗାଜିନ୍, ୨୪ କାର୍ଟ୍ରିଜ୍, ଗୋଟିଏ ଟାଇମର୍ ସୁଇଚ୍, ୮ଟି ଡିଟୋନେଟର ଏବଂ ୪ଟି ବ୍ୟାଟେରୀ ଜବତ କରିଛି। ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କହିଛନ୍ତି... Read More