0 Comment
ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି) ନକଲି ଲିଭର ଔଷଧ ଡିଫିଟାଲିଓ ଏବଂ କ୍ୟାନସର ଔଷଧ ଆଡସେଟ୍ରିସର ପ୍ରସାର ଅଭିଯୋଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡ୍ରଗ୍ସ ନିୟାମକ (ଡିଜିସିଆଇ)କୁ ନୋଟିସ୍ ଜାରି କରିଛନ୍ତି । ଆୟୋଗ କହିଛନ୍ତି ଯେ ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ଓ ଚିନ୍ତାର ବିଷୟ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଆଲର୍ଟ ପରେ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)... Read More