0 Comment
ସମ୍ବଲପୁର: ହୀରାକୁଦ ନଦୀବନ୍ଧରୁ ଆଉ ୪ ଗେଟ ଖୋଲାଯାଇଛି। ମୋଟ ୧୪ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ଉପରମୁଣ୍ଡରୁ ଦେଢ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଦୀର୍ଘ ଏକ ମାସ ଧରି ହୀରାକୁଦର ସମସ୍ତ ଗେଟ ବନ୍ଦ ଥିଲା। ଆଉ ଗତକାଲି ସକାଳ ସୁଦ୍ଧା ଜଳସ୍ତର ୬୨୮ ଫୁଟ ଟପିଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା। ଫଳରେ କର୍ତ୍ତୃପକ୍ଷ ଗତକାଲି ଅପରାହ୍ନ ୪ଟାରେ ୨ଟି ଗେଟ... Read More