0 Comment
ୱାଶିଂଟନ୍: ଚାଟ୍ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । କମ୍ପାନୀ ଏକ ବିବୃତିରେ କହିଛି, ଅଲ୍ଟମ୍ୟାନଙ୍କ ନେତୃତ୍ୱ ଉପରେ ଆମେ ବିଶ୍ବାସ ହରାଇଛୁ । ଅଲ୍ଟମ୍ୟାନଙ୍କ ବରଖାସ୍ତ ପ୍ରତିବାଦରେ ସହ ପ୍ରତିଷ୍ଠାତା ଗ୍ରେଗ୍ ବ୍ରୋକମ୍ୟାନ୍ ବି କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ୨୦୨୨ରେ ଚାଟ୍ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ... Read More