0 Comment
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ଆୟକର ବାବଦରେ ପ୍ରାୟ ୪୩୦୦ କୋଟି ଟଙ୍କା ପୈଠ କରିଛି । ବିସିସିଆଇକୁ ଟିକସ ଛାଡ଼ ଦିଆଯାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି। ତେବେ ବିସିସିଆଇ ନିୟମିତ ଆୟକର ଜମା କରିଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ସୂଚନା ଦେଇଛନ୍ତି। ଚୌଧୁରୀ କହିଛନ୍ତି, ବିସିସିଆଇ ଗତ ୫ ବର୍ଷ... Read More