0 Comment
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍କୟାରା-ବାରାକୋଟ ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି । ଉଦ୍ଧାରକାରୀ ଦଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭୁଶୁଡ଼ି ପଡ଼ିଥିବା ଟନେଲରେ ୨୪ ମିଟର ପର୍ଯ୍ୟନ୍ତ ଖୋଳିବାରେ ସଫଳ ହୋଇଥିଲେ। ଶ୍ରମିକମାନଙ୍କୁ ବାହର କରିବାକୁ ୬୦ ମିଟର ପର୍ଯ୍ୟନ୍ତ ଖୋଳିବାକୁ ପଡ଼ିବ। ଏବେ ଇନ୍ଦୋରରୁ ଆଉ ଏକ ନୂଆ ବୋରିଂ ମେସିନ୍ ଅଣାଯାଉଛି | ଏହି ମେସିନ୍ ଆଜି ଅପରାହ୍ନ ସୁଦ୍ଧା... Read More