0 Comment
କଟକ: ସର୍ବସାଧାରଣଙ୍କ ବ୍ୟୟ ବହୁଳ ବିବାହ, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା ଭୋଜି ଉପରେ ନିଷେଧାଦେଶ ଦେବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ପର୍ଶୁରାମ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏହି ମାମଲାରେ କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଏକ ଶହ ଭିତରେ ସୀମିତ ରଖିବାକୁ ପ୍ରାର୍ଥନା କରାଯାଇଛି। ସାଧାରଣ ଲୋକ ସ୍ୱତନ୍ତ୍ର ଭାବେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଲୋକଙ୍କ ପାଇଁ ବିବାହ ଭୋଜି ବା ଶୁଦ୍ଧିକ୍ରିୟା ଭୋଜି ଆୟୋଜନ... Read More