0 Comment
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। କମିଟିର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟ୍ ପୂର୍ବଭଳି ୬.୫୦% ରେ ଅପରିବର୍ତ୍ତିତ ରହିବ । ସେ କହିଛନ୍ତି, ଭାରତ ହେଉଛି ବିଶ୍ଵର ପଞ୍ଚମ ବୃହତ୍ତମ ଅର୍ଥନୀତି । ଦେଶର ଅର୍ଥନୀତିରେ କ୍ରମାଗତ ଅଭିବୃଦ୍ଧି ଜାରି ରହିଛି। ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତୀୟ ଅର୍ଥନୀତି ପ୍ରାୟ ୧୫... Read More