0 Comment
ନୂଆଦିଲ୍ଲୀ: ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦରେ ଏବେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରେ । କାରଣ କେନ୍ଦ୍ର ସରକାର ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି ଯାହା ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟାରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦେବ। ଏ ସମ୍ପର୍କରେ ରାଜ୍ୟସଭାରେ ଏକ ବିଲ୍ ଆଗତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତ ଏବଂ କାର୍ଯ୍ୟକାଳ ଅବଧି) ବିଲ୍, ୨୦୨୩... Read More