0 Comment
ଭୁବନେଶ୍ୱର – ତିନି ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ବୁଝାଇବାକୁ ବିଇଓ ଓ ଡିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅନୁମତି ନ ନେଇ ଆନ୍ଦୋଳନ କରି କାର୍ଯ୍ୟରେ ଅବହେଳା କରୁଛନ୍ତି। ଶିକ୍ଷକଙ୍କ ଦାବି ବିଚାର ଲାଗି କମିଟି ଗଢ଼ାଯାଇଛି । ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବାକୁ ହେବ ।... Read More