କେନ୍ଦୁଝର: ଆଜି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ତତ୍କାଳୀନ ପାଟଣା ତହସିଲଦାର ପ୍ରଦୀପ ନାୟକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ପିଅନ ବିଶ୍ବନାଥ ନାୟକଙ୍କୁ ମଧ୍ୟ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୯ ଲାଞ୍ଚ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଜମି ପଟ୍ଟା କରାଇବା ନାମରେ ୫ହଜାର ଲାଞ୍ଚ ନେଇ ଉଭୟ ଗିରଫ ହୋଇଥିଲେ।
August 25, 2023
0 Comment
177 Views
ତହସିଲଦାରଙ୍କୁ ୨ ବର୍ଷ ଜେଲ