କେନ୍ଦୁଝର, ଶନିବାର ଧରଣୀଧର ଭେଷଜ ମହାବିଦ୍ୟାଳୟ ର ଓଡିଟୋରିଅମ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. କିଶୋରଚନ୍ଦ୍ର ପୃଷ୍ଟି, ଭାରତୀୟ ଭେଷଜ ସଂଘର କେନ୍ଦୁଝର ଜିଲ୍ଲା ସଭାପତି ଡ଼ା. ଉମେଶଚନ୍ଦ୍ର ସାହୁ, ସମ୍ପାଦକ ଡ଼ା. ମହେଶ୍ଚନ୍ଦ୍ର ମହାନ୍ତ, କେନ୍ଦୁଝର ନଗରପାଳ ନିକୁ ସାହୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ପ୍ରଥମେ ସ୍ତନ୍ୟପାନର ବିଶେଷତ୍ଵ ଉପରେ ଆଧାରିତ ଏକ ତଥ୍ୟ ଭିତ୍ତିକ ଚଳଚିତ୍ର ଉପସ୍ଥାପିତ ହୋଇଥିଲା । ଅଭିଭାଷଣ ମାଧ୍ୟମରେ ଡ଼ା କିଶୋରଚନ୍ଦ୍ର ପୃଷ୍ଟି ସ୍ତନ୍ୟପାନ ର ଉପକାରୀତା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବାସହ ମା କ୍ଷୀରକୁ ଅମୃତ ସମାନ କହିବା ସହିତ ପ୍ରକୃତିର ସର୍ବକୃଷ୍ଟ ଦାନ ବୋଲି କହିଥିଲେ ।
August 5, 2023
0 Comment
495 Views
ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
କେନ୍ଦୁଝର, ଶନିବାର ଧରଣୀଧର ଭେଷଜ ମହାବିଦ୍ୟାଳୟ ର ଓଡିଟୋରିଅମ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. କିଶୋରଚନ୍ଦ୍ର ପୃଷ୍ଟି, ଭାରତୀୟ ଭେଷଜ ସଂଘର କେନ୍ଦୁଝର ଜିଲ୍ଲା ସଭାପତି ଡ଼ା. ଉମେଶଚନ୍ଦ୍ର ସାହୁ, ସମ୍ପାଦକ ଡ଼ା. ମହେଶ୍ଚନ୍ଦ୍ର ମହାନ୍ତ, କେନ୍ଦୁଝର ନଗରପାଳ ନିକୁ ସାହୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।... Read More