ଭୁବନେଶ୍ୱର : ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ । ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହୋଇଛନ୍ତି । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ଏଏସଆଇ ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ ରାଇଛେତିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଚାକିରିରୁ ବିଦା କର୍ମଚାରୀମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ଏସକଟ କରି ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ୩ କର୍ମଚାରୀଙ୍କ ବିରୋଧରେ ପଟ୍ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଥିଲା । ୩ ଜଣ ଗିରଫ ହୋଇ ୧୦ମାସ ଧରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
July 27, 2023
0 Comment
206 Views
ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା: ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ
by Editor
ଭୁବନେଶ୍ୱର : ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ । ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହୋଇଛନ୍ତି । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ଏଏସଆଇ ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ ରାଇଛେତିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଚାକିରିରୁ ବିଦା କର୍ମଚାରୀମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ଏସକଟ କରି ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ।... Read More