0 Comment
ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବ୍ୟାପକ ପଦୋନ୍ନତି ନୀତି ଆଣିବାକୁ ଯାଉଛି । ଆସନ୍ତା ବର୍ଷ ପ୍ରଥମ ଦିନ ଅର୍ଥାତ୍ ୨୦୨୪ ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ । ନୂଆ ପଦୋନ୍ନତି ନୀତିରେ କର୍ଣ୍ଣେଲ ଓ ଏହା ଉପର ରାଙ୍କର ସୈନ୍ୟ ଅଧିକାରୀଙ୍କ ଚୟନ ପାଇଁ ପଦୋନ୍ନତି ନୀତିରେ ବ୍ୟାପକ ସମୀକ୍ଷାକୁ ଚୂଡାନ୍ତ ରୂପ ଦିଆଯାଇଛି । ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ସୁରକ୍ଷାବଳଙ୍କ ଲଗାତାର ବଦଳୁଥିବା ପରିଚାଳନା ଆବଶ୍ୟକତାକୁ... Read More