ଗାନ୍ଧିନଗର : ଗୁଜରାଟରେ ଆରମ୍ଭ ହୋଇଥିବା ୩୬ ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ପଦକ ଭାରୋତ୍ତଳନରୁ ଆସିଛି । ଓଡ଼ିଶାର ସ୍ନେହା ସୋରେନ ଭାରୋତ୍ତଳନର ୪୯ କିଲୋଗ୍ରାମ ଶ୍ରେଣୀରେ ବ୍ରୋଞ ପଦକ ହାସଲ କରିଛନ୍ତି।
ଏହି ଶ୍ରେଣୀରେ ଅଲିମ୍ପିକ ରୈ।ପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ସ୍ୱର୍ଣ୍ଣ ଓ ସଞ୍ଜିତା ଚାନୁ ରୈ।ପ୍ୟ ପଦକ ଜିତିଛନ୍ତି।
![](https://theajikali.com/wp-content/uploads/2022/09/IMG-20220930-WA0033.jpg)
September 30, 2022
0 Comment
234 Views
୩୬ତମ ଜାତୀୟ କ୍ରୀଡା : ଭାରୋତ୍ତଳିକା ସ୍ନେହା ଜିତିଲେ ଓଡ଼ିଶା ପାଇଁ ପ୍ରଥମ ପଦକ
ଗାନ୍ଧିନଗର : ଗୁଜରାଟରେ ଆରମ୍ଭ ହୋଇଥିବା ୩୬ ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ପଦକ ଭାରୋତ୍ତଳନରୁ ଆସିଛି । ଓଡ଼ିଶାର ସ୍ନେହା ସୋରେନ ଭାରୋତ୍ତଳନର ୪୯ କିଲୋଗ୍ରାମ ଶ୍ରେଣୀରେ ବ୍ରୋଞ ପଦକ ହାସଲ କରିଛନ୍ତି। ଏହି ଶ୍ରେଣୀରେ ଅଲିମ୍ପିକ ରୈ।ପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ସ୍ୱର୍ଣ୍ଣ ଓ ସଞ୍ଜିତା ଚାନୁ ରୈ।ପ୍ୟ ପଦକ ଜିତିଛନ୍ତି।