କେନ୍ଦ୍ରାପଡ଼ା : ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସର କଟକଣା ହଟିଲା ପରେ ଭିତରକନିକାକୁ ପୁଣି ପର୍ଯ୍ୟଟକଙ୍କ ସମାଗମ ହେବ । ପର୍ଯ୍ୟଟକମାନେ ଗୁପ୍ତି, ଡାଙ୍ଗମାଳ ଓ ଚାନ୍ଦବାଲି ଦେଇ ପ୍ରବେଶ କରିପାରିବେ। କୁମ୍ଭୀର ପ୍ରଜନନ ପାଇଁ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଲୁଣାପାଣି କୁମ୍ଭୀରଙ୍କ ପ୍ରଜନନ ପାଇଁ ପ୍ରତିବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ତିନି ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ ।
August 1, 2023
0 Comment
156 Views
ତିନି ମାସ ପରେ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
by Editor
କେନ୍ଦ୍ରାପଡ଼ା : ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସର କଟକଣା ହଟିଲା ପରେ ଭିତରକନିକାକୁ ପୁଣି ପର୍ଯ୍ୟଟକଙ୍କ ସମାଗମ ହେବ । ପର୍ଯ୍ୟଟକମାନେ ଗୁପ୍ତି, ଡାଙ୍ଗମାଳ ଓ ଚାନ୍ଦବାଲି ଦେଇ ପ୍ରବେଶ କରିପାରିବେ। କୁମ୍ଭୀର ପ୍ରଜନନ ପାଇଁ ମେ’ ପହିଲାରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଲୁଣାପାଣି କୁମ୍ଭୀରଙ୍କ ପ୍ରଜନନ ପାଇଁ ପ୍ରତିବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ତିନି ମାସ ପର୍ଯ୍ୟଟକଙ୍କ ପାଇଁ... Read More