ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ସମ୍ବନ୍ଧୀୟ ରୋଗ ଉତ୍ପନ୍ନ ହୋଇପାରେ । ଲଭ୍ମେଣ୍ଟଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିଛି । ସାଙ୍ଗଙ୍କ ସହ ଭଲ ସମୟ କଟିବ । କିଛି କାମ ପାଇଁ ଖୁସି ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଘର କାମ ପାଇଁ ଜୀବନସାଥୀଙ୍କ ସହଯୋଗ ମଳିପାରେ ।
ବୃଷ : ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ଥିଲେ ସମାଧାନ ହୋଇଯିବ । ଚିନ୍ତା କରିଥିବା କାମ ପୂରା ହୋଇଯିବ । ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମଳିଯିବ । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ । ଆଜି ଆପଣଙ୍କ ଦିନଟି ଠିକ୍ ଠାକ୍ ରହିବ । କିଛି ନୂଆ ସାଙ୍ଗ ହୋଇପାରନ୍ତି ।ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି, ଯାହା ଆର୍ଥିକ ଲାଭର ଏକ ଉପାୟ ହୋଇପାରେ ।
ମିଥୁନ : ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । ଯେଉଁଥି ପାଇଁ ପିଲାମାନେ ଅତ୍ୟନ୍ତ ଖୁସି ରହିବେ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଆଘାତ ହେବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଆସିପାରେ ।ଅଫିସ୍ରେ ବସ୍ ଆପଣଙ୍କର ପ୍ରଶଂସା କରିବେ । ପିଲାମାନଙ୍କ ପାଇଁ ମନ ଖୁସି ରହିବ । ଜୀବନ ସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି ।
କର୍କଟ : ପିଲାମାନଙ୍କୁ ଗୁରୁଜନଙ୍କ ଆଶିର୍ବାଦ ମଳିବ । କିଛି କାମ ପାଇଁ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଆପଣଙ୍କୁ ଅସୁବିଧା ହୋଇପାରେ । ବ୍ୟବସାୟ ପାଇଁ ଦିନଟି ଠିକ୍ ଠାକ୍ ରହିବ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ । ଆଜି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍ ରହିବ ।ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ ।
ସିଂହ : କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଲାଭ ମଳିପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି । କିଛି କାମ ପାଇଁ ଅନେକ ସମ୍ମାନ ମଳିପାରେ । ପିଲାମାନେ ମା’ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି ।
କନ୍ୟା : ଖାଇବାକୁ ନେଇ ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିପାରେ । ଅର୍ଥ ସମସ୍ୟା ହୋଇପାରେ । କିଛି କାମ ଯୋଗୁ ମାନ ସମ୍ମାନ ମିଳିପାରେ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହେବ, ସମସ୍ତଙ୍କ ସହ ଖୁସିର ସମୟ କାଟିବେ । ପାରିବାରିକ ଜୀବନ ଖୁସି ମିଳିପାରେ । ମନ ଖୁସି ରହିପାରେ ।
ତୁଳା : ଆର୍ଥିକ ପରିସ୍ଥିତି ଅଧିକ ସୁଦୃଢ ହୋଇପାରେ । କିଛି କରିଥିବା କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ଲଭ୍ମେଣ୍ଟଙ୍କ ପାଇଁ ଦିନଟି ଶୁଭ ରହିଛି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଯୋଗୁ ଆପଣ ଖୁସି ରହିବେ । ବିବାହିତ ଜୀବନରେ ଖୁସି ମଳିବ, ଜୀବନସାଥୀଙ୍କଠାରୁ ସମର୍ଥନ ମଧ୍ୟ ପାଇବେ । ଲଭ୍ମେଣ୍ଟଙ୍କ ପାଇଁ ସମୟ ଭଲରେ କଟିବ ।ମନରୁ କରିଥିବା କାମ ପୂରା ହୋଇଯିବ ।
ବିଛା : ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସ୍ୱାସ୍ଥ୍ୟ ଠିକ୍ ରହିବ । ନିଜ ଉପରେ ନିୟନ୍ତ୍ରଣ ରିଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ । ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ । ଆର୍ଥିକ ଲାଭ ମିଳିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ ।
ଧନୁ : ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ଛାତ୍ରମାନଙ୍କ ମନ ପାଠପଢାରେ ଲାଗିନପାରେ । ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋପାରିବ । ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ । ଆପଣ ଆଜି ମାନସିକ ଚାପ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କର ସକରାତ୍ମକ ମନୋଭାବ ସମସ୍ତଙ୍କୁ ଆକର୍ଷିତ କରିପାରେ । ପାରିବାରିକ ବାତାବରଣ ଶାନ୍ତ ରହିବ କିନ୍ତୁ ଜୀବନସାଥୀ ସହିତ ବିବାଦ ହୋଇପାରେ ।
ମକର : ଲଭ୍ମେଣ୍ଟଙ୍କର ପାରସ୍ପର ଉପରେ ବିଶ୍ୱାସ ଗଭୀର ହେବ । ଆଜି ଆପଣଙ୍କ ଦିନଟି ଅଳସୁଆରେ ପରିପୂର୍ଣ୍ଣ ହେବ ରହିପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ପାରିବାରିକ ପରିବେଶ ଠିକ୍ ରହିବ । ଘରକୁ ଅତିଥି ଆସିପାରନ୍ତି । ଲଭ୍ମେଣ୍ଟଙ୍କ ଠାରୁ ଉପହାର ମିଳିପାରେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ : ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ହୋଇପାରେ । ଆର୍ଥିକ ସମସ୍ୟା ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମଳିବ । କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ଯଦି ଛାତ୍ରମାନେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି ।
ମୀନ : ଯେଉଁଥିପାଇଁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ଆଜି ପରିବାର ସହିତ ସମୟ କାଟିବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ, କାହା ସହ ଝଗଡା ହୋଇପାରେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ହୋଇପାରେ । ଦାମ୍ପତ୍ୟ ଜୀବନରେ ଆଜି ସୁଖ ମିଳିପାରେ ।