ଭୁବନେଶ୍ୱର: ଶିଶୁଭବନ ଛକରେ ପୁଲିସ-ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ଦାବି ନେଇ ଏକାଠି ହୋଇ ବିକ୍ଷୋଭ କରିଛନ୍ତି ସରପଞ୍ଚ ମହାସଂଘ। ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ-ସରପଞ୍ଚଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବାରୁ ୧୫ଦଫା ଦାବି ନେଇ ଗର୍ଜିଛନ୍ତି ସରପଞ୍ଚ ମହାସଂଘ। ପଲ୍ଲୀସଭା ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଉ, ଭାରତ ଓ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନା ଉନ୍ନୟନ ମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମସଭା ଜରିଆରେ ଅନୁମୋଦନ କରାଯାଉ। ଏଭଳି ବିଭିନ୍ନ ଦାବିରେ ଆନ୍ଦୋଳନ କରୁଛନ୍ତି ସରପଞ୍ଚ ମହାସଂଘ।
March 11, 2024
0 Comment
108 Views
ରାଜଧାନୀରେ ୧୫ଦଫା ଦାବି ନେଇ ଗର୍ଜିଲେ ସରପଞ୍ଚ
by Editor
ଭୁବନେଶ୍ୱର: ଶିଶୁଭବନ ଛକରେ ପୁଲିସ-ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ଦାବି ନେଇ ଏକାଠି ହୋଇ ବିକ୍ଷୋଭ କରିଛନ୍ତି ସରପଞ୍ଚ ମହାସଂଘ। ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ-ସରପଞ୍ଚଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବାରୁ ୧୫ଦଫା ଦାବି ନେଇ ଗର୍ଜିଛନ୍ତି ସରପଞ୍ଚ ମହାସଂଘ। ପଲ୍ଲୀସଭା ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଉ,... Read More