ଭୁବନେଶ୍ୱର : ମହାବାତ୍ୟା ଗୁଜବରେ ବିଶ୍ୱାସ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି । ୭ ଦିନ ପୂର୍ବରୁ ବାତ୍ୟା ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହିମାସ ତୃତୀୟ ସପ୍ତାହରେ ଏକ ମହାବାତ୍ୟା ଆସିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଏହି ପ୍ରତିକ୍ରିୟା ଦିଆଯାଇଛି।
October 12, 2022
0 Comment
279 Views
ବାତ୍ୟା ନେଇ ସୂଚନା ନାହିଁ ! ଗୁଜବରୁ ଦୂରେଇ ରହିବା ପାଇଁ ପାଣିପାଗ ବିଭାଗର ପରାମର୍ଶ
by Editor
ଭୁବନେଶ୍ୱର : ମହାବାତ୍ୟା ଗୁଜବରେ ବିଶ୍ୱାସ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି । ୭ ଦିନ ପୂର୍ବରୁ ବାତ୍ୟା ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହିମାସ ତୃତୀୟ ସପ୍ତାହରେ ଏକ ମହାବାତ୍ୟା ଆସିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ... Read More