ଭୁବନେଶ୍ୱର: କଟକ ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟା ଜଳ । ଏହାଫଳରେ ମହାନଦୀ ଓ ଅନ୍ୟ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବାଲେଶ୍ୱର ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ଜଳସ୍ତର ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେବାର କୌଣସି ସୂଚନା ନାହିଁ । ହୀରାକୁଦ ପାଣି ପହଞ୍ଚି ଥିବାରୁ ଜଳସ୍ତର ଆହୁରୀ ବଢିବ । ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
July 30, 2024
0 Comment
58 Views
ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟା ଜଳ- ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ
by Editor
ଭୁବନେଶ୍ୱର: କଟକ ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟା ଜଳ । ଏହାଫଳରେ ମହାନଦୀ ଓ ଅନ୍ୟ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବାଲେଶ୍ୱର ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ଜଳସ୍ତର ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେବାର... Read More