ଭୁବନେଶ୍ୱର : ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। ବୁଧବାର ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା। ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
August 14, 2024
0 Comment
26 Views
ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ
by Editor