ନୂଆଦିଲ୍ଲୀ : କେରଳରେ ଶନିବାର ସନ୍ଧ୍ୟାରେ ସୋର୍ଣ୍ଣୁର ନିକଟରେ ଭରତପୁଜା ନଦୀ ଉପରେ ଥିବା ଏକ ପୋଲ ଉପରେ ନୂଆଦିଲ୍ଲୀରୁ ତିରୁବନନ୍ତପୁରମ ଅଭିମୁଖେ ଯାଉଥିବା କେରଳ ଏକ୍ସପ୍ରେସ୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରେଳବାଇ ଦ୍ୱାରା ଚୁକ୍ତିଭିତ୍ତିକ ଶ୍ରମିକମାନେ ରେଳ ଧାରଣାରୁ ଅଳିଆ ହଟାଇବାରେ ନିୟୋଜିତ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ରେଳ ଧାରଣାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ଜଣଙ୍କ ନଦୀରେ ପଡ଼ିଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ନଦୀରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହେବ। ମୃତକମାନେ ତାମିଲନାଡୁର ବୋଲି ଜଣାପଡ଼ିଛି।
November 2, 2024
0 Comment
7 Views
କେରଳ ଏକ୍ସପ୍ରେସ୍ ଧକ୍କାରେ ୪ ଶ୍ରମିକଙ୍କ ମୃତ
by Editor
ନୂଆଦିଲ୍ଲୀ : କେରଳରେ ଶନିବାର ସନ୍ଧ୍ୟାରେ ସୋର୍ଣ୍ଣୁର ନିକଟରେ ଭରତପୁଜା ନଦୀ ଉପରେ ଥିବା ଏକ ପୋଲ ଉପରେ ନୂଆଦିଲ୍ଲୀରୁ ତିରୁବନନ୍ତପୁରମ ଅଭିମୁଖେ ଯାଉଥିବା କେରଳ ଏକ୍ସପ୍ରେସ୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରେଳବାଇ ଦ୍ୱାରା ଚୁକ୍ତିଭିତ୍ତିକ ଶ୍ରମିକମାନେ ରେଳ ଧାରଣାରୁ ଅଳିଆ ହଟାଇବାରେ ନିୟୋଜିତ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ରେଳ ଧାରଣାରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚତୁର୍ଥ ଜଣଙ୍କ ନଦୀରେ ପଡ଼ିଥିବା ଅନୁମାନ... Read More