ଭୁବନେଶ୍ୱର : ଏମ୍ସ କର୍ତ୍ତୃପକ୍ଷ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କରିଛନ୍ତି। ଦୁଇ ଦିନ ତଳେ ୧୩ ଜଣ ଦଲାଲଙ୍କୁ ଗିରଫ କରାଗଲା ପରେ ଏହି ପଦକ୍ଷେପ ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
କାହାର ସହଯୋଗରେ ଦଲାଲମାନେ ସକ୍ରିୟ ଥିଲେ, ତାହା ତଦନ୍ତ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ । ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତଦନ୍ତରେ ଟିକେଟ୍ କାଉଣ୍ଟରରେ ଥିବା କୌଣସି ଷ୍ଟାଫଙ୍କ ଲିଙ୍କ୍ ପ୍ରମାଣ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦଲାଲଙ୍କ ଉପରେ କଡା ନଜର ରଖାଯିବ ବୋଲି ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଡ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।
ସୂଚନା ଯେ, ଦୁଇ ଦିନ ତଳେ ଏମ୍ସରେ ସକ୍ରିୟ ଥିବା ୧୩ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଏହି ଦଲାଲ ବ୍ଲାକରେ ରୋଗୀଙ୍କୁ ଟିକେଟ ବିକ୍ରି କରୁଥିଲେ ।
November 5, 2022
0 Comment
330 Views
ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କଲେ ଏମ୍ସ କର୍ତ୍ତୃପକ୍ଷ
ଭୁବନେଶ୍ୱର : ଏମ୍ସ କର୍ତ୍ତୃପକ୍ଷ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କରିଛନ୍ତି। ଦୁଇ ଦିନ ତଳେ ୧୩ ଜଣ ଦଲାଲଙ୍କୁ ଗିରଫ କରାଗଲା ପରେ ଏହି ପଦକ୍ଷେପ ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।କାହାର ସହଯୋଗରେ ଦଲାଲମାନେ ସକ୍ରିୟ ଥିଲେ, ତାହା ତଦନ୍ତ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ । ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତଦନ୍ତରେ ଟିକେଟ୍ କାଉଣ୍ଟରରେ ଥିବା... Read More