ବଲାଙ୍ଗୀର : ବଲାଙ୍ଗୀରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗୁରୁବାର ଗଳା କାଟି ହତ୍ୟା କରାଯାଇଛି। ନିଖିଲ ନଗରରେ ଏଭଳି ଘଟଣା ଘଟିଛି। ଘରେ କେହି ନଥିବା ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

July 13, 2023
0 Comment
205 Views
ଘରେ ପଶି ଛାତ୍ରୀଙ୍କ ଗଳା କାଟି ହତ୍ୟା
by Editor