ମସ୍କାଟ: ମସ୍କାଟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ ଲାଗିଯିବାରୁ ଉଡ଼ାଣ ବାତିଲ କରିବାକୁ ପଡ଼ିଛି । ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରିବା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନରେ ଚାରିଜଣ ନବଜାତ ଶିଶୁଙ୍କ ସମେତ ୧୪୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲଡିଂକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।
ବିମାନଟି ମସ୍କାଟରୁ କୋଚିକୁ ଆସୁଥିଲା। ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପୂର୍ବରୁ ବିମାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।

September 14, 2022
0 Comment
248 Views
ମସ୍କାଟରୁ କୋଚି ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ, ସବୁ ଯାତ୍ରୀ ସୁରକ୍ଷିତ
ମସ୍କାଟ: ମସ୍କାଟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ ଲାଗିଯିବାରୁ ଉଡ଼ାଣ ବାତିଲ କରିବାକୁ ପଡ଼ିଛି । ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରିବା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନରେ ଚାରିଜଣ ନବଜାତ ଶିଶୁଙ୍କ ସମେତ ୧୪୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲଡିଂକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିମାନଟି ମସ୍କାଟରୁ କୋଚିକୁ ଆସୁଥିଲା।... Read More