0 Comment
କେନ୍ଦୁଝର, ଓଡିଶା ରଜନୀତିର ପୁରୋଧା ବିଜୁ ପଟ୍ଟନାୟକ । ସେ ଥିଲେ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା,ଦକ୍ଷ ପାଇଲଟ ଓ ଶିଳ୍ପପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । କେନ୍ଦୁଝର ରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମଜୟନ୍ତୀ ପାଳନ ଅବସରରେ କେନ୍ଦୁଝର ବିଜୁଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର ଙ୍କ ନେତୃତ୍ୱ ରେ ତଥା ଯୁବ ବିଜେଡି ର ରାଜ୍ୟ... Read More