0 Comment
କେନ୍ଦୁଝର, ଆଜି ସାରା ଭାରତରେ ୫୫୪ରେଳ ଷ୍ଟେସନ ଅମୃତ ଭାରତ ଯୋଜନାରେ ଯୋଡିହୋଇଥିବା ବେଳେ ଏଥିରେ କେନ୍ଦୁଝର ରେଳ ଷ୍ଟେସନ ମଧ୍ୟ ସ୍ଥାନ ପାଇଛି। ଆଜି ଭିଡ଼ିଓ କନଫୋରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୫୪ ଅମୃତ ଷ୍ଟେସନ ସହ ୧୫୦୦ଟି ରାସ୍ତାରେ ଅଭୋର ବ୍ରିଜ ଓ ଅଣ୍ଡର ପାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି। ତାହାମାଧ୍ୟରେ କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ ରେଳ ଷ୍ଟେସନ, ବଡ଼ବିଲ ଓ ଜୁରୁଡି ରେଳ ଷ୍ଟେସନ ସାମିଲ ହୋଇଛି।... Read More