0 Comment
କେନ୍ଦୁଝର, ଆଜି କେନ୍ଦୁଝର ରୁ ଖୋର୍ଦ୍ଦା ଅଭିମୁଖେ ସକାଳ ୬.୩୦ ରେ ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ ର ଇଞ୍ଜିନ ରେ ତୃଟି ଯୋଗୁଁ ଦେଢ ଘଣ୍ଟା ସମୟ ବିଳମ୍ବ ରେ ଷ୍ଟେସନ ଛାଡିଲା ଟ୍ରେନ । ଆଜି ସକାଳ ସମୟରେ ଟ୍ରେନ ଟି ର ଇଞ୍ଜିନ ଟିରେ ସମାସ୍ୟ ଦେଖା ଦେବା ସହ ଷ୍ଟାଟ ହୋଇ ନ ଥିଲା । ଅନେକ ଚେଷ୍ଟା ସତ୍ତ୍ବେ ଲୋକ ପାଇଲଟ ଭଞ୍ଜିନ ଷ୍ଟାଟ କରିବା ରେ ବିଫଳ ହୋଇଥିଲେ... Read More